ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ୭ ମୃତ ୭୩୦ରୁ ଅଧିକ ଲୋକ ଆହତ

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ । ଭୁଶିଡି ପଡିଛି ଘରଦ୍ୱାର । ତାଇୱାନର ଭୂକମ୍ପ ନିରୀକ୍ଷଣ ଏଜେନ୍ସି ଭୂକମ୍ପର ତୀବ୍ରତା ୭.୨ ଥିବା ବେଳେ ୟୁଏସ୍ ଜିଓଲୋଜିକାଲ ସର୍ଭେ ୭.୪ ବୋଲି ଆକଳନ କରିଛି ।

Continue Readingତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ୭ ମୃତ ୭୩୦ରୁ ଅଧିକ ଲୋକ ଆହତ

ନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ

ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରେକ୍ଟର ସେଲରେ ଏହାର ତୀବ୍ରତା  ୬.୪ ରହିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଭୂମିକମ୍ପରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭଙ୍ଗାରୁଜା ଅଂଶ ମଧ୍ୟରେ ଲୋକମାନେ ଦାବି ରହିଥିବା ଅନୁମାନ କରାଯାଉଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ନେପାଳ ପ୍ରଶାସନ ଓ ସେନା ଉଦ୍ଧାର ଏନେଇ କାର୍ଯ୍ୟରେ ଲାଗିଛନ୍ତି। 

Continue Readingନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ

ତୁର୍କୀ ଓ ସିରିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟ ୨୦୦୦୦ ଛୁଇଁଲା

ନୂଆଦିଲ୍ଲୀ(୧୦.୨.୨୩) : ୨୦ ହଜାର ଟପିଲା ଭୂକମ୍ପ ମୃତ୍ୟୁ । ଭୂମିକମ୍ପ ବଦଳାଇ ଦେଇଛି ତୁର୍କୀର ଭୌଗଳିକ ମାନ ଚିତ୍ର । ମୃତ୍ୟୁ ସଂଖ୍ୟା ବଢୁଛି ।   ତୁର୍କୀ ଓ ସିରିଆରେ ବର୍ତ୍ତମାନ ସୁଦ୍ଧା ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ…

Continue Readingତୁର୍କୀ ଓ ସିରିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟ ୨୦୦୦୦ ଛୁଇଁଲା

ସୁମାତ୍ରାରେ ଭୂକମ୍ପର ଝଟକା

ଜାକର୍ତ୍ତା(୧୬.୦୧.୨୩) : ଭୂକମ୍ପ ଝଟକା ସୁମାତ୍ରା ଦ୍ୱୀପପୁଞ୍ଜକୁ ଏକ ପ୍ରକାର ଆତଙ୍କିତ କରିଦେଇଛି। ଆଜି ଏଠାରେ ବଡ଼ଧରଣର ଭୂକମ୍ପକୁ ସାମ୍ନା କରିଛନ୍ତି ଲୋକେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିବାରୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ତେବେ ଏଯାଏ…

Continue Readingସୁମାତ୍ରାରେ ଭୂକମ୍ପର ଝଟକା

ଗଜପତି ଜିଲ୍ଲାରେ ଭୂକମ୍ପର ଝଟକା

  • Post category:ଓଡିଶା
  • Reading time:1 mins read

ମୋହନା (୨୧.୧୨.୨୨) :  ଗଜପତି ଜିଲ୍ଲାରେ ମୃଦୁ ଭୂକମ୍ପ ଅନଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ଆଜି ସକାଳ ୯ଟା ୪୬ ମନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି।…

Continue Readingଗଜପତି ଜିଲ୍ଲାରେ ଭୂକମ୍ପର ଝଟକା

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା(୧୦.୯.୨୨) : ଇଣ୍ଡୋନେସିଆର ୱେଷ୍ଟ ପାପୁଆ ସହରରେ ଆଜି ସକାଳୁ ଭୁକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରୁ ୬.୨ ଥିବା ଜଣାଯାଇଛି । ଏଥିରେ କୌଣସି କ୍ଷୟ କ୍ଷତି ହୋିନାହିଁ । ଇଣ୍ଡୋନେସିଆର ପାଣିପାଗ…

Continue Readingଇଣ୍ଡୋନେସିଆରେ ଭୂକମ୍ପ