ମାର୍କ ଜୁକରବର୍ଗଙ୍କୁ ଝଟକା

ନୂଆଦିଲ୍ଲୀ (୧୩.୧୦.୨୨) : ମେଟା ସଞ୍ଚାଳିତ ଫେସବୁକର ଅନେକ ୟୁଜର ହରାଉଥିବା ଅଭିଯୋଗ ହୋଇଛି । ମେଟାର ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମାର୍କ ଜୁକରବର୍ଗ ୧୧.୯ କୋଟିରୁ ଅଧିକ ଫଲୋଅର୍ଶଙ୍କୁ ହରାଇଛି । ଫଳରେ ଅନେକ ଫଲୋଅର୍ସଙ୍କ ସଂଖ୍ୟା…

Continue Readingମାର୍କ ଜୁକରବର୍ଗଙ୍କୁ ଝଟକା