ଆପଣ ଜାଣନ୍ତି କି? ଅନେକ ପାପ କରି ମଧ୍ୟ ଶକୁନିଙ୍କୁ ମିଳିଥିଲା ସ୍ୱର୍ଗପ୍ରାପ୍ତି

ମହାଭାରତରେ ଶକୁନିଙ୍କ କଥା ଆସିବା ମାତ୍ରକେ ଗୋଟିଏ କୁଟିଳ ଓ ଧୃତ ବ୍ୟକ୍ତିର ଛବି ଆକ୍ଷି ସାମ୍ନାକୁ ଆସିଥାଏl କିନ୍ତୁ ଶକୁନିଙ୍କ ବିଷୟରେ ଏହା ଖୁବ କମ ଲୋକ ଜାଣିଛନ୍ତି ଯେ ମୃତ୍ୟୁ ପରେ ଶକୁନିଙ୍କୁ ସ୍ୱର୍ଗ ଲୋକ ପ୍ରାପ୍ତି ହୋଇଥିଲାl ଯେତେବେଳେ ଗାନ୍ଧାରୀଙ୍କ ବିବାହ ପାଇଁ ଧୃତରାଷ୍ଟ୍ରଙ୍କ ପ୍ରସ୍ତାବ ଆସିଥିଲା ଶକୁନିଙ୍କୁ ଏହା ପସନ୍ଦ ଆସି ନ ଥିଲା l ଏହା ଶୁଣି ଶକୁନି କହିଥିଲେ ଯେ ଧୃତରାଷ୍ଟ୍ର ଜନ୍ମାନ୍ଧ ଅଟନ୍ତି ଏବଂ ତାଙ୍କର ସମସ୍ତ ରାଜପାଟ ତାଙ୍କ ଭାଇ ପଣ୍ଡୁ ଧ୍ୟାନ ରଖି ଥାଆନ୍ତି, କିନ୍ତୁ ଯାହା ଘଟିବାକୁ ଥିବ ତାହା କିଏ ବା ଏଡ଼ାଇଦେବ l 

Continue Readingଆପଣ ଜାଣନ୍ତି କି? ଅନେକ ପାପ କରି ମଧ୍ୟ ଶକୁନିଙ୍କୁ ମିଳିଥିଲା ସ୍ୱର୍ଗପ୍ରାପ୍ତି