ଦିଲ୍ଲୀରେ ଲାଗୁ ହେଲା ଗ୍ରାପ୍-୪, ୧୦ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ବନ୍ଦ

ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀରେ ଲାଗୁ ହେଲା ଟ୍ରାପ୍-୪। ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ପକ୍ଷରୁ ଏହା ଲାଗୁ କରାଯାଇଛି। ଏହା ପୂର୍ବରୁ ଗ୍ରାପ୍ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରାଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଥ‌ିବା ପ୍ରତିବନ୍ଧକଗୁଡିକ କାର୍ଯ୍ୟକାରୀ ହୋଇସାରିଛି। 

Continue Readingଦିଲ୍ଲୀରେ ଲାଗୁ ହେଲା ଗ୍ରାପ୍-୪, ୧୦ ପର୍ଯ୍ୟନ୍ତ ପ୍ରାଥମିକ ସ୍କୁଲ ବନ୍ଦ