ଜଷ୍ଟିସ୍ ଶରଣ ସିଂହ ହେବେ ମୁଖ୍ୟ ବିଚାରପତି: ସୁପ୍ରିମକୋର୍ଟ କଲେଜିୟମର ସୁପାରିସ 

  • Post category:ଓଡିଶା
  • Reading time:1 mins read

ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତ କରିବା ଲାଗି ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ସୁପ୍ରିମକୋର୍ଟ ୱେବସାଇଟ୍‌ରେ ଏ ସମ୍ବନ୍ଧୀୟ ସୂଚନା ଦିଆଯାଇଛି।

Continue Readingଜଷ୍ଟିସ୍ ଶରଣ ସିଂହ ହେବେ ମୁଖ୍ୟ ବିଚାରପତି: ସୁପ୍ରିମକୋର୍ଟ କଲେଜିୟମର ସୁପାରିସ