ସ୍କୁଲ ପାଠ୍ୟକ୍ରମରେ ଯୋଡ଼ାଯିବା ନିର୍ବାଚନୀ ପାଠ: EC ଏବଂ MoUର ସ୍ବାକ୍ଷର

ବର୍ତମାନ ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ପଢ଼ାଯିବ ନିର୍ବାଚନୀ ପାଠ। ଏନେଇ ନିର୍ବାଚନ କମିଶନ (ଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁଯାୟୀ ସବୁ ସ୍କୁଲ୍‌ର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠ୍ୟକ୍ରମରେ ସମନ୍ବିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ସାକ୍ଷରତା ସାମିଲ କରାଯିବ। 

Continue Readingସ୍କୁଲ ପାଠ୍ୟକ୍ରମରେ ଯୋଡ଼ାଯିବା ନିର୍ବାଚନୀ ପାଠ: EC ଏବଂ MoUର ସ୍ବାକ୍ଷର