ନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ

ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରେକ୍ଟର ସେଲରେ ଏହାର ତୀବ୍ରତା  ୬.୪ ରହିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଭୂମିକମ୍ପରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭଙ୍ଗାରୁଜା ଅଂଶ ମଧ୍ୟରେ ଲୋକମାନେ ଦାବି ରହିଥିବା ଅନୁମାନ କରାଯାଉଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ନେପାଳ ପ୍ରଶାସନ ଓ ସେନା ଉଦ୍ଧାର ଏନେଇ କାର୍ଯ୍ୟରେ ଲାଗିଛନ୍ତି। 

Continue Readingନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ

ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ପଥର

ନୂଆଦିଲ୍ଲୀ(୨.୨.୨୩) : ଅଯୋଧ୍ୟାରେ ପହିଞ୍ଚିଛି ଶାଳଗ୍ରାମ ପଥର। ଏହି ପଥରରୁ ନିର୍ମାଣ ହେବ ପ୍ରଭୁ ରାମ ଓ ଜାନକୀଙ୍କ ମୂର୍ତ୍ତି। ନେପାଳର କାଳୀ ଗଣ୍ଡକୀ ନଦୀରୁ ଆସିଥିବା ଏହି ବିରାଟକାୟ ଶାଳଗ୍ରାମ ପଥରକୁ ଅଯୋଧ୍ୟାର ରାମ ସେବକ ପୁରମରେ ରଖାଯାଇଛି।ଆଜି ସକାଳୁ…

Continue Readingଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ପଥର

ଥରିଲା ନେପାଳ

  • Post category:ଓଡିଶା
  • Reading time:1 mins read

କାଠମାଣ୍ଡୁ(୨୮.୧୨.୨୨) : ୨ ଘଣ୍ଟାରେ ୩ଟି ଭୂକମ୍ପ ଝଟକାରେ ଥରିଛି ନେପାଳ ।  ରାତି ୧.୨୩, ରାତି ୨.୦୩ ଓ ଭୋର ୩.୨୮ରେ ନେପାଳର ବାଗଲୁଙ୍ଗ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଲୋକମାନେ ଶୋଇଥିବା…

Continue Readingଥରିଲା ନେପାଳ

ମୃତ୍ୟୁ ମୁଖରୁ ବଞ୍ଚିଗଲେ ୧୭୩ ଯାତ୍ରୀ

କାଠମାଣ୍ଡୁ (୧୦.୧୨.୨୨) : ନେପାଳର ରାଜଧାନୀ କାଠମାଣ୍ଡୁରୁ ଦିଲ୍ଲୀ ଯାତ୍ରା କରୁଥିବା ବିମାନ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବିମାନର ଟାୟାର ଉଡାଣ ପୂର୍ବରୁ ଫାଟି ଯାଇଥିଲା । ଏହି ବିମାନରେ ୧୭୪ ଜଣ ଲୋକ ଯାତ୍ରା କରୁଥିଲେ…

Continue Readingମୃତ୍ୟୁ ମୁଖରୁ ବଞ୍ଚିଗଲେ ୧୭୩ ଯାତ୍ରୀ