ନିୟମକୁ ମାନୁନାହିଁ ପର୍ଯ୍ୟଟନ ନିଗମ

  • Post category:ଓଡିଶା
  • Reading time:1 mins read

ରାଜ୍ୟ ପର୍ଯ୍ୟଟନର ଉନ୍ନତି କରିବା ପାଇଁ ତଥା ଦେଶ ବିଦେଶରୁ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ସଂସ୍କୃତିକୁ ବିଶ୍ୱରେ ଆଦୃତ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ନିଗମ ଗଠନ କରାଯାଇଥିବା ବେଳେ ରାଜନୈତିକ ଉଦାସୀନତା ଓ କିଛି ଅସାଧୁ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଏ ନିଗମଟି ପର୍ଯ୍ୟଟକଙ୍କ ଠାରୁ ଦୁରେଇ ଯାଉଛି ।  ନିକଟ ଅତୀତରେ ଓଟିଡିସି ଦ୍ୱାରା ପରିଚାଳିତ ନିମନ୍ତ୍ରଣ ହୋଟେଲରେ ଅର୍ଥ ଆତ୍ମସାତ ମାମଲାରେ ଗିରଫ ହୋଇ କିଛି ଅସାଧୁ କର୍ମଚାରୀ ଜେଲ ଯିବାର ନଜିର ରହିଛି । 

Continue Readingନିୟମକୁ ମାନୁନାହିଁ ପର୍ଯ୍ୟଟନ ନିଗମ