ଆସନ୍ତା ୨୭ରେ ଲୋକାର୍ପଣ ହେବ ମାଆ ସମଲେଇଙ୍କ ପ୍ରକଳ୍ପ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

  • Post category:ଓଡିଶା
  • Reading time:1 mins read

ଆସନ୍ତା ୨୭ ତାରିଖରେ ଲୋକାର୍ପଣ ହେବ ମାଆ ସମଲେଇ ପ୍ରକଳ୍ପ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Continue Readingଆସନ୍ତା ୨୭ରେ ଲୋକାର୍ପଣ ହେବ ମାଆ ସମଲେଇଙ୍କ ପ୍ରକଳ୍ପ, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ