ପ୍ଲସ ଥ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି ହେଲା ଏକାଡେମିକ୍ ପ୍ରଶ୍ନପତ୍ର ବ୍ୟାଙ୍କ୍
ଭୁବନେଶ୍ୱର (ଏଏନ୍ଏସ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ପ୍ଲସ୍ ଥ୍ରୀ ବା ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଏକାଡେମିକ୍ ପ୍ରଶ୍ନପତ୍ର ବ୍ୟାଙ୍କ୍ ତିଆରି କରାଯାଉଛି। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହେଉଥିବା ଡିଗ୍ରୀ କଲେଜଗୁଡ଼ିକ…