ଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

  • Post category:ଓଡିଶା
  • Reading time:1 mins read

ବଙ୍ଗୋପସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।

Continue Readingଆସନ୍ତା ୩୧ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ରାଜ୍ୟରେ କମିବ ବର୍ଷା: ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି  

  • Post category:ଓଡିଶା
  • Reading time:1 mins read

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ୨୪ ଘଣ୍ଟାରେ ଏହା ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Continue Readingରାଜ୍ୟରେ କମିବ ବର୍ଷା: ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି  

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ତାତିରୁ ମିଳୁନି ତ୍ରାହି 

  • Post category:ଓଡିଶା
  • Reading time:1 mins read

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲେ ମଧ୍ୟ ଅସହ୍ୟ ତାତିରୁ ମିଳିନି ତ୍ରାହି । ଆଜି କିଛି ସ୍ଥାନରେ ତାପମାତ୍ରା କମ ରହିଥିବା ବେଳେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୩. ୮ ଡିଗ୍ରୀ ରେକର୍ଡ କରାଯାଇଛି ।

Continue Readingରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା: ତାତିରୁ ମିଳୁନି ତ୍ରାହି 

ଆସନ୍ତାକାଲିରୁ ରାଜ୍ୟରେ ପୁଣି ବର୍ଷା, ଏସବୁ ଜିଲ୍ଲାକୁ ସତର୍କ ସୂଚନା 

  • Post category:ଓଡିଶା
  • Reading time:1 mins read

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତମାନ ଲଘୁଚାପର ରୂପ ନେଇଛି । ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ବର୍ଷାର ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି।

Continue Readingଆସନ୍ତାକାଲିରୁ ରାଜ୍ୟରେ ପୁଣି ବର୍ଷା, ଏସବୁ ଜିଲ୍ଲାକୁ ସତର୍କ ସୂଚନା 

ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ ;  ୧୫ରୁ ରାଜ୍ୟରେ ବର୍ଷା 

  • Post category:ଓଡିଶା
  • Reading time:1 mins read

ଶୀତ ଋତୁ ମଧ୍ୟରେ ବର୍ଷାର ଭୟ। ଆସନ୍ତା ୧୪ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ୧୫ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି  । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Continue Readingବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ ;  ୧୫ରୁ ରାଜ୍ୟରେ ବର୍ଷା 

୪୦୦ରୁ ୧୦୦କୁ ଖସିଲା ଦିଲ୍ଲୀରେ ଏକ୍ୟୁଆଇ ସ୍ତର

ଦିଲ୍ଲୀବାସୀଙ୍କୁ ମିଳିଲା ଆଶ୍ୱସ୍ତି। କମିଲା ପ୍ରଦୂଷଣ। ଗତକାଲି ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇଛି। ଆଜି ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ପାଣିପାଗରେ ଏପରି ପରିବର୍ତ୍ତନ ପରେ ତାପାମାତ୍ରା ହ୍ରାସ ପାଇଛି। ଏଥିସହ ପ୍ରଦୂଷଣରୁ ମଧ୍ୟ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଅନେକ ଇଲାକାରେ AQI ସ୍ତର ବର୍ତ୍ତମାନ ୪୦୦ରୁ ସିଧା ୧୦୦କୁ ଖସି ଆସିଛି ।

Continue Reading୪୦୦ରୁ ୧୦୦କୁ ଖସିଲା ଦିଲ୍ଲୀରେ ଏକ୍ୟୁଆଇ ସ୍ତର