ପ୍ରଥମ ଦିନିକିଆରେ ଟସ୍ ଜିତିଲା ଭାରତ

  • Post category:କ୍ରୀଡା
  • Reading time:1 mins read

ଲକ୍ଷ୍ନୌ (୬.୧୦.୨୨) : ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଟସ୍ ଜିତିଛନ୍ତି ଭାରତର କାମଚଳା ଅଧିନାୟକ ଶିଖର ଧୱନ । ସେ ଟସ୍ ଜିତିବା ପରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିମନ୍ତ୍ରଣ କରିଛନ୍ତି । ‌ଉତ୍ତର ପ୍ରଦେଶର ଲକ୍ଷ୍ନୌରେ…

Continue Readingପ୍ରଥମ ଦିନିକିଆରେ ଟସ୍ ଜିତିଲା ଭାରତ