ଜାଣନ୍ତୁ, କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ? 

ମହାଭାରତ କଥା ଯଦି କହିବା ତେବେ ଶ୍ରୀକୃଷ୍ଣ, ପାଣ୍ଡଵ, କୌରବଙ୍କ ପରେ ମହାବଳୀ କର୍ଣ୍ଣଙ୍କ କଥା ହିଁ ଆସିବl କର୍ଣ୍ଣ ଯେତିକି ବଳଶାଳୀ ଥିଲେ ସେତିକି ବଡ଼ ଦାନବୀର ମଧ୍ୟ ଥିଲେ l ସେଥିପାଇଁ ତାଙ୍କୁ ଦାନବୀର କର୍ଣ୍ଣ ତଥା ଦାନୀକର୍ଣ୍ଣ ବୋଲି କୁହାଯାଉଥିଲା l ତେବେ କୁନ୍ତୀଙ୍କ ପୁତ୍ର କର୍ଣ୍ଣ ଅଟନ୍ତି, ସୂର୍ଯ୍ୟଦେବ ମନ୍ତ୍ରରେ କୁନ୍ତୀ କର୍ଣ୍ଣଙ୍କୁ ପୁତ୍ର ଭାବରେ ଲାଭ କରିଥିଲେl କିନ୍ତୁ ଅବିବାହିତା ଥିବା କାରଣରୁ ସେ କର୍ଣ୍ଣଙ୍କୁ ସନ୍ତାନ ଭାବରେ ଗ୍ରହଣ କରିନପାରି ତ୍ୟାଗ କରିଦେଇଥିଲେl

Continue Readingଜାଣନ୍ତୁ, କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରିଥିଲେ ଶ୍ରୀକୃଷ୍ଣ?