ବିଳମ୍ବରେ ଆସିବାରୁ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି 

  • Post category:ଓଡିଶା
  • Reading time:1 mins read

ବିଳମ୍ବରେ ଆସିବାରୁ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି।

Continue Readingବିଳମ୍ବରେ ଆସିବାରୁ ଶ୍ରୀମନ୍ଦିର ପ୍ରତିହାରୀ ସେବାୟତଙ୍କୁ ନୋଟିସ୍ ଜାରି 

ଆଜି ଦେବ ଦୀପାବଳୀର ଶେଷ ଦିନ

  • Post category:ଓଡିଶା
  • Reading time:1 mins read

ଆଜି ହେଉଛି ଦେବ ଦୀପାବଳୀର ଶେଷ ଦିନ। ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି।

Continue Readingଆଜି ଦେବ ଦୀପାବଳୀର ଶେଷ ଦିନ

ଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ

  • Post category:ଓଡିଶା
  • Reading time:1 mins read

ଆଜିିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ। ଏନେଇ ଏଏସଆଇକୁ ଅନୁମତି ପ୍ରଦାନ କରିଛନ୍ତି ମନ୍ଦିର ପ୍ରଶାସନ। ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଚୂଡାନ୍ତ ରିପୋର୍ଟ ଦେବ ।

Continue Readingଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ

ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା, ନୂଆବର୍ଷରୁ ଲାଗୁ ହେବ ଏହି ନିୟମ

  • Post category:ଓଡିଶା
  • Reading time:1 mins read

ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା। ପାନଗୁଟଖାକୁ ବ୍ୟାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ନୂଆବର୍ଷରୁ ତଥା ଜାନୁଆରୀ ୧ରୁ ଡ୍ରେସକୋର୍ଡ ଲାଗୁ ହେବା ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିବା ମଧ୍ୟ ସୂଚନା ରହିଛି। ଏହା ଉପରେ ଏନେଇ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଛି।

Continue Readingଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା, ନୂଆବର୍ଷରୁ ଲାଗୁ ହେବ ଏହି ନିୟମ