ଗିରଫ ହେଲେ କଣ୍ଠଶିଳ୍ପୀ ଦେବେଶ ପତି

  • Post category:ଅପରାଧ
  • Reading time:1 mins read

ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ହେଲେ ଗିରଫ। ଲଭ୍, ସେକ୍ସ ଏବଂ ଧୋକା ପରି ଅଭିଯୋଗରେ ତାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା । 

Continue Readingଗିରଫ ହେଲେ କଣ୍ଠଶିଳ୍ପୀ ଦେବେଶ ପତି