କମୁଛି ସମର୍ଥନ ହାର, ଚିନ୍ତାରେ ବିଜେଡି ଦଳ 

ଆଗାମୀ ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡିକ ସେହି ଅନୁସାରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଲାଗି ପଡିଛନ୍ତି | ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳୀୟ ସଙ୍ଗଠନକୁ ମଜଭୁତ କରିବା ପାଇଁ ଦିନ ରାତି ଏକ କରିଛନ୍ତି |

Continue Readingକମୁଛି ସମର୍ଥନ ହାର, ଚିନ୍ତାରେ ବିଜେଡି ଦଳ