ଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି କରିଛି ‘ଆନିମଲ’ : ଜାଣନ୍ତୁ, ବକ୍ସ ଅଫିସ ଆୟ… 

ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ରିଲିଜ ହେବା ପରେ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି।

Continue Readingଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି କରିଛି ‘ଆନିମଲ’ : ଜାଣନ୍ତୁ, ବକ୍ସ ଅଫିସ ଆୟ… 

ଟାଇଗର-୩କୁ ନେଇ ବଲିଉଡ୍‌ରେ ହଇଚଇ ସୃଷ୍ଟି କଲେ ସଲମାନ; ବକ୍ସ ଅଫିସରେ ନୂଆ ରେକର୍ଡ

ସଲମାନ ଖାନଙ୍କ ଟାଇଗର-୩ ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଟାଇଗର-୩ ମାତ୍ର ଦୁଇ ଦିନରେ ୧୦୦ କୋଟି ଆୟ କରିଥିବା ବେଳେ ୪ ଦିନରେ ଫିଲ୍ମ ୧୬୯.୬୦ କୋଟି ଆୟ କରିସାରିଲାଣି।

Continue Readingଟାଇଗର-୩କୁ ନେଇ ବଲିଉଡ୍‌ରେ ହଇଚଇ ସୃଷ୍ଟି କଲେ ସଲମାନ; ବକ୍ସ ଅଫିସରେ ନୂଆ ରେକର୍ଡ

ଭାଇରାଲ୍ ହେବାର ଲାଗିଛି କାଟ୍ରିନାଙ୍କ ଏଆଇ ଫଟୋ

ରଶ୍ମିକା ମନ୍ଦାନାଙ୍କ ପରେ ଡିପଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି କାଟ୍ରିନା କୈଫ। କାଟ୍ରିନାଙ୍କ ଆଗକୁ ଆସୁଥ‌ିବା ଟାଇଗର-୩ ଫିଲ୍ମର ଏକ ଦୃଶ୍ୟକୁ ବିକୃତ କରାଯାଇ ଅପ୍‌ଲୋଡ୍ କରାଯାଇଛି। ଏହାକୁ ନେଇ ପୁଣିଥରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦୁର୍ବ୍ଯବହାର ଉପରେ ଚିନ୍ତା ସୃଷ୍ଟି ହୋଇଛି। ମୂଳ ଚିତ୍ରରେ କାଟ୍ରିନା ଏକ ଟାୱେଲ ପିନ୍ଧି ହଲିଉଡ ଷ୍ଟଣ୍ଟ ୱମ୍ୟାନଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳିଥିଲା।

Continue Readingଭାଇରାଲ୍ ହେବାର ଲାଗିଛି କାଟ୍ରିନାଙ୍କ ଏଆଇ ଫଟୋ

ଦୀପାବଳିରେ ରିଲିଜ୍ ହେବ ଟାଇଗର୍-୩: ଜାଣନ୍ତୁ, କେବେଠୁ ହେବ ଆଡଭାନ୍ସ ବୁକିଂ ?

ଦୀର୍ଘ ସମୟ ପରେ ବଡ଼ ପରଦାରେ ପୁଣି ଦେଖିବାକୁ ମିଳିବ ସଲମାନ ଖାନଙ୍କ ଜଲୱା। ଦିପାବଳୀ ଅବସରରେ ଅଭିନେତା ସଲମାନ ଖାନଙ୍କ ଫିଲ୍ମ 'ଟାଇଗର 3' ରିଲିଜ ହେବାକୁ ଯାଉଛି। ଫିଲ୍ମର ପ୍ରଥମ ଶୋ' ଦୀପାବଳି ଦିନ ସକାଳ ୭ଟାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ 'ଟାଇଗର 3'ର ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର, କାରଣ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଫିଲ୍ମର ଆଡଭାନ୍ସ ବୁକିଂ।

Continue Readingଦୀପାବଳିରେ ରିଲିଜ୍ ହେବ ଟାଇଗର୍-୩: ଜାଣନ୍ତୁ, କେବେଠୁ ହେବ ଆଡଭାନ୍ସ ବୁକିଂ ?