ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟୁଇଟ

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଫେକ୍ ଭିଡିଓ ସୋସାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓ ଉପରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସାଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଭୁଲ ସୂଚନା ସହ ଲଢିବା ପାଇଁ ସେମାନଙ୍କ ଆଇନଗତ ଅଧିକାର ମନେ ପକାଇଛନ୍ତି।  ତେବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନାହାନ୍ତି ବରଂ ବ୍ରିଟିଶ-ଭାରତୀୟ ଜାରା ପଟେଲ ଅଛନ୍ତି। କିନ୍ତୁ ଭିଡିଓରେ ତାଙ୍କ ଚେହେରାକୁ ବଦଳାଇ ଦିଆଯାଇଛି। 

Continue Readingରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟୁଇଟ