You are currently viewing ଘନ କୁହୁଡିର ଆସ୍ତରଣରେ ଓଡିଶା

ଘନ କୁହୁଡିର ଆସ୍ତରଣରେ ଓଡିଶା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର– ରାଜ୍ୟରେ ଶୀତ କମିବା ପରେ ପୁଣି ଥରେ ଫେବୃଆରୀ ମାସରୁ ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଛି । ସକାଳ ସମୟରେ ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଏହି କାରଣରୁ ରାସ୍ତାଘାଟ ଦେଖାଯାଉ ନାହିଁ ଯାହାଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଏହା ସହ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ , ଜଗତସିଂହପୁର ଜିଲ୍ଲାରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।