ଘନ କୁହୁଡିର ଆସ୍ତରଣରେ ଓଡିଶା

ଭୁବନେଶ୍ୱର– ରାଜ୍ୟରେ ଶୀତ କମିବା ପରେ ପୁଣି ଥରେ ଫେବୃଆରୀ ମାସରୁ ରାଜ୍ୟରେ ଶୀତର ପ୍ରକୋପ ଦେଖାଦେଇଛି । ସକାଳ ସମୟରେ ଭୁବନେଶ୍ୱର ଓ କଟକରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଏହି କାରଣରୁ ରାସ୍ତାଘାଟ ଦେଖାଯାଉ ନାହିଁ ଯାହାଫଳରେ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଏହା ସହ ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ , ଜଗତସିଂହପୁର ଜିଲ୍ଲାରେ କୁହୁଡ଼ି ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.