You are currently viewing ଆଜି ପ୍ରକାଶ ପାଇବ ଜେଇଇ ମେନ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ଜେଇଇ ମେନ ପରୀକ୍ଷା ଫଳ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ଆଜି ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହି ପରୀକ୍ଷା ଫଳ jeemain.nta.nic.in ଓ nta.ac.in ୱେବସାଇଟରେ ଉପଲବ୍ଧ ହେବ । ସୂଚନାଯୋଗ୍ୟ ଯେ,ଏହି ପରୀକ୍ଷା ଫେବୃଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସାରା ଦେଶରୁ ପ୍ରାୟ ୬ ଲକ୍ଷ ୬୧ ହଜାର ୭୭୬ ଜଣ ଜେଇଇ ମେନ ପରୀକ୍ଷା ଦେଇଥିଲେ । ରାଜ୍ୟର ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ । କୋଭିଡ୍ ସଂକ୍ରମଣରୁ ଦୃଷ୍ଟିରେ ରଖି ୨ଟି ସିଟିଂରେ ପରୀକ୍ଷା ହୋଇଥିଲା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।