You are currently viewing ବିଧାୟକମାନେ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି

ବିଧାୟକମାନେ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି

ଭୁବନେଶ୍ୱର, ବିଜେପିର ସବୁ ବିଧାୟକମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି ହୋଇଛି । ହୁଇପ୍ ଜାରି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସକାଳ ୧୦ଟାରୁ ସନ୍ଧ୍ୟା ୭ଟାଯାଏ ଗୃହରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଥେଷ୍ଟ କାରଣ ନଥାଇ ବିଧାନସଭାରେ ଅନୁପସ୍ଥିତ ରହିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।