You are currently viewing ଉଠାଦୋକାନୀଙ୍କଠୁ ଦାଦା ବଟି ଆଦାୟ ଅଭିଯୋଗ, ୧୦ ଗିରଫ

ଉଠାଦୋକାନୀଙ୍କଠୁ ଦାଦା ବଟି ଆଦାୟ ଅଭିଯୋଗ, ୧୦ ଗିରଫ

ପୁରୀ(ଅନନ୍ତ ସିଂ),  ଦାଦା ବଟି ଆଦାୟ ଅଭିଯୋଗରେ ୧୦ ଜଣ ଗିରଫ ହୋଇଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଉଠାଦୋକାନୀଙ୍କଠାରୁ ଦାଦା ବଟି ଆଦାୟ କରୁଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରିଛି ସିଂହଦ୍ବାର ଥାନା ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ, ଦାଦା ବଟିକୁ ନେଇ ଗତ ୩୧ ତାରିଖ ଦିନ ଅପରାହ୍ନରେ ଜଣେ ଟଙ୍କ ତୋରାଣି ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଦାଦା ବଟି ଆଦାୟରେ ସମ୍ପୃକ୍ତ ଏକାଧିକ ଅପରାଧୀଙ୍କୁ ସିଂହଦ୍ବାର ପୋଲିସ ଖୋଜୁଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।