ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ Post published:April 3, 2021 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ଆଜି ଗୃହରେ ସିଏଜି ରିପୋର୍ଟ ଉପସ୍ଥାପନା କରିଛନ୍ତିି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି । ୨୦୧୯-୨୦୨୦ ବର୍ଷ ପାଇଁ ସିଏଜି ରିପୋର୍ଟ ପ୍ରକାଶ ପାଇଥିବା ଜଣାଯାଇଛି । ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ରରେ ଏ ରିପୋର୍ଟ ଉପସ୍ଥାପନ ହୋଇଥିବା ଜଣାଯାଇଛି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଆଜି ଭୀଷଣ ବାତ୍ୟାର ରୁପ ନେବ October 24, 2022 ରାଜ୍ୟରେ କରୋନା ନେଲା ୪ ମୁଣ୍ଡ November 6, 2021 କମିଲା ସଂକ୍ରମଣ, ଦେଶରେ ଦିନକରେ 3.66 ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ May 10, 2021 ପେଟ୍ରୋଲ ପମ୍ପ ଉପରେ ଆନ୍ଦୋଳନର ପ୍ରଭାବ March 17, 2023