ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର, ଆଜି ଗୃହରେ ସିଏଜି ରିପୋର୍ଟ ଉପସ୍ଥାପନା କରିଛନ୍ତିି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି । ୨୦୧୯-୨୦୨୦ ବର୍ଷ ପାଇଁ ସିଏଜି ରିପୋର୍ଟ ପ୍ରକାଶ ପାଇଥିବା ଜଣାଯାଇଛି । ସାଧାରଣ ଓ ସାମାଜିକ, ରାଜସ୍ୱ ଓ ଆର୍ଥିକ କ୍ଷେତ୍ରରେ ଏ ରିପୋର୍ଟ ଉପସ୍ଥାପନ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.