You are currently viewing ବର୍ଷା ସହ ବଜ୍ରପାତ ଆଶଙ୍କା;୧୪ ଜିଲ୍ଲାରେ ୟେଲ୍ଲୋ ୱାର୍ଣ୍ଣିଂ ଜାରି

ବର୍ଷା ସହ ବଜ୍ରପାତ ଆଶଙ୍କା;୧୪ ଜିଲ୍ଲାରେ ୟେଲ୍ଲୋ ୱାର୍ଣ୍ଣିଂ ଜାରି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୧୯.୦୪.୨୦୨୧, ଅପରାହ୍ନରେ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ୧୪ ଜିଲ୍ଲାରେ ୟେଲ୍ଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଜିଲ୍ଲାଗୁଡିକ ଯଥା- ୧୪ ଜିଲ୍ଲା- କୋରାପୁଟ, ଗଜପତି, ରାୟଗଡ଼ା, ନୟାଗଡ଼, ଯାଜପୁର, ଗଞ୍ଜାମ, ଅନୁଗୁଳ, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି, କଟକ, କେନ୍ଦୁଝର, ନବରଙ୍ଗପୁର ଓ ନୂଆପଡ଼ାରେ ବଜ୍ରପାତସହ ବର୍ଷା ଆଶଙ୍କା ରହିଛି । ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।