ରାଜ୍ୟରେ ପୁଣି ଜଣେ ବିଧାୟକ କରୋନା ଆକ୍ରାନ୍ତ Post published:July 24, 2020 Post category:ଓଡିଶା / ତାଜା ଖବର Reading time:1 mins read ରାଜ୍ୟରେ ଆଉ ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ବିଧାୟକ ଜଣଙ୍କ ହୋଉଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ । ତାଙ୍କର କରୋନା ରିପୋର୍ଟ ପଜେଟିଭ୍ ଆସିଛି । ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜେଟିଭ୍ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ପୋଖରୀରେ ବୁଡି ଦୁଇ ଭାଇ ମୃତ January 19, 2022 କରୋନା କାଳରେ ଡେଙ୍ଗୁ ଚିନ୍ତା, ଏ ଯାଏ ୨୩୫ ରୋଗୀ ଚିହ୍ନଟ July 22, 2021 ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ମୃତ୍ୟୁ April 24, 2023 ଭିଜିଲାନ୍ସ ଜାଲରେ ସୁପରଭାଇଜର August 24, 2021