ବିଜେଡି ବିଧାୟକଙ୍କ ଘରେ ସିବିଆଇ ରେଡ୍ Post published:September 18, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଆଜି ସିବିଆଇ ରେଡ୍ ହୋଇଥିବା ଜଣା ପଡ଼ିଛି । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ସିବିଆଇ । ସି-ସୋର ଲିଙ୍କରେ ବିଧାୟକଙ୍କ ଘରେ ଚଢାଉ ହୋଇଥିବା ଜାଣିବାକୁ ମିଳିଛି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଲିବିଆରେ ବନ୍ୟା, ମୃତ ସଂଖ୍ୟା ୨୦୦୦ September 12, 2023 ମାର୍ଶାଘାଇ ଅଞ୍ଚଳରେ ବିଦ୍ୟୁତ୍ ଚୋରି ଅଭିଯୋଗ January 24, 2023 ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା August 25, 2021 ପରଲୋକରେ ପୂର୍ବତନ ରାଷ୍ଟ୍ରଦୂତ November 17, 2022