You are currently viewing ବିଜେଡି ବିଧାୟକଙ୍କ ଘରେ ସିବିଆଇ ରେଡ୍

ବିଜେଡି ବିଧାୟକଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର, ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଘରେ ଆଜି ସିବିଆଇ ରେଡ୍ ହୋଇଥିବା ଜଣା ପଡ଼ିଛି । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ସିବିଆଇ । ସି-ସୋର ଲିଙ୍କରେ ବିଧାୟକଙ୍କ ଘରେ ଚଢାଉ ହୋଇଥିବା ଜାଣିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।