You are currently viewing ଖୋଲାରହିବ ଅଙ୍ଗନୱାଡି

ଖୋଲାରହିବ ଅଙ୍ଗନୱାଡି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୨୨/୦୪, ଖୋଲାରହିବ ଅଙ୍ଗନୱାଡି କେନ୍ଦ୍ର । ରାଜ୍ୟର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ସକାଳ ୭ଟାରୁ ୧୦ଟା ଯାଏ ଖୋଲା ରହିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରିକରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।