You are currently viewing ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

ଫିରିଙ୍ଗିଆ ଥାନା ପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

  • Post category:ଓଡିଶା
  • Reading time:1 mins read

କନ୍ଧମାଳ (ଏଏନ୍ଏସ୍): ଗତ ୫ ତାରିଖରେ ଫିରିଙ୍ଗିଆରେ ଉତ୍ୟକ୍ତ ଜନତାଙ୍କ ରାସ୍ତାରୋକ ଓ ପରବର୍ତ୍ତୀ ସମୟରେ ବ୍ୟାପକ ଭଙ୍ଗାରୁଜା ତଥା ଥାନପୋଡ଼ି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତ ଜଣକ ହେଲେ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ବିଶ୍ବରଞ୍ଜନ କହଁର । ଏହି ଗଣ୍ଡଗୋଳରେ ବିଶ୍ବରଞ୍ଜନଙ୍କ ମୁଖ୍ୟ ଭୂମିକା ରହିଥିବା ସୂଚନା ମିଳିଛି। ଏହାକୁ ମିଶାଇ ଏହି ଘଟଣାରେ ମୋଟ ୨୪ ଜଣ ଗିରଫ ହୋଇଥିବା DSP କମଳାକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।