୪ରେ ଶପଥ ନେବେ ଜଷ୍ଟିସ ଏସ.ମୁରଲୀଧର Post published:January 3, 2021 Post category:ଓଡିଶା / ତାଜା ଖବର Reading time:1 mins read କଟକ, ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଏସ.ମୁରଲୀଧର । ଆସନ୍ତା ୪ ତାରିଖ ସୋମବାର ଦିନ ଶପଥ ଗ୍ରହଣ କରିବେ । ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଛି । ସେ ହାଇକୋର୍ଟରେ ୩୨ତମ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like NEWS SUPERFAST 2@10 November 12, 2022 ଇଡିରେ ହାଜର ହେଲେ ଅଭୟ ପାଠକ November 25, 2021 ଆଜି ରାଜ୍ୟରେ ୩୫ ମୁଣ୍ଡ ନେଲା କରୋନା May 31, 2021 ୩ ଓଡିଆ ସିନେମାକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର October 25, 2021