ମାଟ୍ରିକ ଅନ୍‌ଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି

କଟକ (ଏଏନ୍ଏସ୍): ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପରୀକ୍ଷା ପାଇଁ ଅନ୍‌ଲାଇନ୍ ଫର୍ମ ଫିଲଅପ୍ ଅବଧୂ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ବଢିଛି । ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍…

Continue Readingମାଟ୍ରିକ ଅନ୍‌ଲାଇନ୍ ଫର୍ମ ଫିଲ୍‌ଅପ୍ ଅବଧି ବୃଦ୍ଧି

ଭଦ୍ରକ କାରାଗାରରେ ଅଭାବନୀୟ କାଣ୍ଡ, ହାତ ଓ ଗୁପ୍ତାଙ୍ଗ କାଟି ଗୁରୁତର ଅବସ୍ଥାରେ ବିଚାରଧିନ ବନ୍ଦୀ

ଭଦ୍ରକ (ଏଏନ୍ଏସ୍): ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରଧୀନ ବନ୍ଦୀ। ଗୁରୁତର ଅବସ୍ଥାରେ କଟକ ବଡ଼ଡ଼ାକ୍ତରଖାନାକୁସ୍ଥାନାନ୍ତର। ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ କିଛି ଦିନ ତଳେ ଜେଲ ଆସିଥିଲେ। ଜେଲ ଭିତରେ ଥିବା ପାଇଖାନା ଯିବାକୁ କହି…

Continue Readingଭଦ୍ରକ କାରାଗାରରେ ଅଭାବନୀୟ କାଣ୍ଡ, ହାତ ଓ ଗୁପ୍ତାଙ୍ଗ କାଟି ଗୁରୁତର ଅବସ୍ଥାରେ ବିଚାରଧିନ ବନ୍ଦୀ

ଆଜିଠୁଁ ରାଜ୍ୟରେ ବୁଲିବ ସାଇବର ସଚେତନତା ରଥ; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଭୁବନେଶ୍ୱର (ଏଏନ୍ଏସ୍): ଆଜିଠୁଁ ସାରା ରାଜ୍ୟରେ ବୁଲିବ ସାଇବର ସଚେତନତା ରଥ। ୩୦ ଟି ଜିଲ୍ଲାରେ ବୁଲିବାକୁ ଥିବା ଏହି କ୍ୟାମ୍ପେନରେ ସାମିଲ ହେବେ ମିଶନ ଶକ୍ତି ସଦସ୍ୟା, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ । ଆଜିଠୁ ଅକ୍ଚୋବର ୧୫…

Continue Readingଆଜିଠୁଁ ରାଜ୍ୟରେ ବୁଲିବ ସାଇବର ସଚେତନତା ରଥ; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ

ଓ୍ବାର୍ମଅପ୍ ମ୍ୟାଚ୍: ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ

ଗୌହ୍ବାଟୀ: ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ଏନେଇ ଆରମ୍ଭ ହୋଇଛି ଓ୍ବାର୍ମଅପ ମ୍ୟାଚ୍। ଶୁକ୍ରବାର ପାକିସ୍ତାନ-ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା-ବାଂଲାଦେଶ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯାଇଥିବାବେଳେ ତିରୁଅନନ୍ତପୁରମରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଯାଇଥିଲା।…

Continue Readingଓ୍ବାର୍ମଅପ୍ ମ୍ୟାଚ୍: ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ

ଖୋଲିଲା ହୀରାକୁଦର ଆଉ ୩ ଗେଟ୍‌, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର(ଏଏନ୍ଏସ୍): ଖୋଲିଲା ହୀରାକୁଦ ଜଳଭଣ୍ଡାର ଆଉ ୩ଟି ଗେଟ୍‌ । ବାମ ପାର୍ଶ୍ବରେ ୭ଟି ଏବଂ ଡାହାଣ ପାର୍ଶ୍ବରେ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଫଳରେ ମୋଟ୍ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।…

Continue Readingଖୋଲିଲା ହୀରାକୁଦର ଆଉ ୩ ଗେଟ୍‌, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ

ବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର (ଏଏନ୍ଏସ୍): ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରି ବିଜେପି ସଦସ୍ୟଙ୍କ ହଟ୍ଟଗୋଳ। ଏଥିପାଇଁ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି…

Continue Readingବିଜେପି ସଦସ୍ୟଙ୍କ ହଟ୍ଟଗୋଳ: ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌

ଏଏନ୍ଏସ୍: ଆଜି ଶେଷ ହେଉଛି ୨ ହଜାର ଟଙ୍କିଆ ନୋଟ୍ ବଦଳର ଅବଧି। କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ଅର୍ଥାତ୍‌ ଆଜି ଦିନକ ପରେ ଆଉ ବଜାରରେ ୨…

Continue Readingକାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ ନୋଟ୍‌

ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ୩ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର (ଏଏନ୍ଏସ୍): ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ…

Continue Readingବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ, ୩ ଦିନ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା

ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

କଟକ (ଏଏନ୍ଏସ୍): ଡ. ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ ଦିଆଯାଇଛି। ଅକ୍ଟୋବର ୪ ତାରିଖରେ ସେ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ବୋଲ ସୂଚନା ମିଳିଛି। ନୂତନ ଦାୟିତ୍ବ ନେଇ କେନ୍ଦ୍ର…

Continue Readingଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟ

ଭୁବନେଶ୍ୱର (ଏଏନ୍ଏସ୍): ତୁଟିଲାନି ଭୁବନେଶ୍ୱର ଏକ ନମ୍ବର ହାଟ ବିବାଦ। ଆସନ୍ତା ମଙ୍ଗଳବାର ପୁଣି ଆଲୋଚନା । ଅର୍ଥାତ ମଙ୍ଗଳବାର ଦିନ ବିଏମସିର ଗୋଟିଏ ପ୍ରତିନିଧି ଦଳ ବିଭିନ୍ନ ଅଭିଯୋଗର ବାସ୍ତବତା କୁ ଅନୁଧ୍ୟାନ କରିବେ। ତାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।…

Continue Readingତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟ