କଟକରୁ ଦେଶୀ ମଦ ଜବତ : ଡିପ୍ଲୋମା ଛାତ୍ର ଗିରଫ

କଟକ ସହରଉପକଣ୍ଠରୁ ପର୍ଯ୍ୟାପ୍ତ ପରିମାଣରେ ଦେଶୀ ମଦ ଜବତ। ଅବକାରୀ ବିଭାଗ ଖବର ପାଇ  ଆଜି ସକାଳେ କାଜି ପାଟଣା ଅଞ୍ଚଳରେ ଚଢ଼ାଉ କରିଥିଲା।

Continue Readingକଟକରୁ ଦେଶୀ ମଦ ଜବତ : ଡିପ୍ଲୋମା ଛାତ୍ର ଗିରଫ

ଟ୍ରକକୁ ପଛ ପଟୁ ଧକ୍କା ଦେଲା ବାଇକ୍, ଜଣେ ମୃତ

  • Post category:ଓଡିଶା
  • Reading time:1 mins read

ଏଏନଏସ : କେନ୍ଦୁଝର ଜିଲ୍ଲା ଭାଲୁକୁମା ଛକ ନିକଟରେ ସଡକ ଦୁର୍ଘଟଣା। ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଏକ ବାଇକ ଧକ୍କା ଦେଇଛି। ଫଳରେ ବାଇକ୍ ଚାଳକର ମୃତ ଘଟିଛି । ମୃତକ ଜଣକ ଭାଲୁକୁମା ଗାଁର ଗଜେନ୍ଦ୍ର…

Continue Readingଟ୍ରକକୁ ପଛ ପଟୁ ଧକ୍କା ଦେଲା ବାଇକ୍, ଜଣେ ମୃତ

୭୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ

ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ମାଲକାନଗିରି ଜିଲ୍ଲା ବାଲିମେଳା ବ୍ଲକ ଚିତ୍ରକୋଣ୍ଡା ଛକରେ ଏକ ଗାଡିକୁ କାବୁ କରି ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।

Continue Reading୭୦ ଲକ୍ଷର ଗଞ୍ଜେଇ ଜବତ, ୨ ଗିରଫ

ଓଡ଼ିଶାରେ ହେବ ନାହିଁ ହାଇକୋର୍ଟ ବେଞ୍ଚ : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ଓଡ଼ିଶାରେ ପ୍ରତିଷ୍ଠା ହେବ ନାହିଁ ହାଇକୋର୍ଟ ବେଞ୍ଚ। ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି।

Continue Readingଓଡ଼ିଶାରେ ହେବ ନାହିଁ ହାଇକୋର୍ଟ ବେଞ୍ଚ : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା : ଦିନ ୧ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଆଜି ବିଧାନସଭା ଅଧିବେଶନର ଏକାଦଶ ଦିନ। ଆଜି ବି ଶୃଙ୍ଖଳିତ ଭାବେ ଚାଲିପାରୁନି ଗୃହ।

Continue Readingବିଧାନସଭାରେ ବିରୋଧୀଙ୍କ ହୋହଲ୍ଲା : ଦିନ ୧ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ : ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ହାତରେ ପୁଣି ଆଉ ଜଣେ କୋଟିପତି। ତାଳଚେର ଖଣି ଉପନିର୍ଦ୍ଦେଶ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

Continue Readingଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ : ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ

କଲରାପତରିଆ ବାଘ ଛାଲ ଜବତ, ୮ ଗିରଫ

ଭୁବନେଶ୍ୱରରୁ ଜବତ ହେଲା କାଳରପତରିଆ ବାଘ ଛାଲ। ଏକ କାଳରପତରିଆ ବାଘ ଛାଲକୁ ଆଜି ଭୁବନେଶ୍ୱର ନଗର ବନଖଣ୍ଡ ଜବତ କରିଛି।

Continue Readingକଲରାପତରିଆ ବାଘ ଛାଲ ଜବତ, ୮ ଗିରଫ

ଦୁର୍ଗାପୂଜା ଭସାଣିରେ ଡିଜେ ବନ୍ଦ : ଜୋରଜବରଦସ୍ତ ଚାନ୍ଦା ମାଗିଲେ ନିଆ ଯିବ କାର୍ଯ୍ୟାନୁଷ୍ଠାନ

ଦୁର୍ଗାପୂଜା ଭସାଣିରେ ବାଜିବନି ଡିଜେ। ଏଥର ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି।

Continue Readingଦୁର୍ଗାପୂଜା ଭସାଣିରେ ଡିଜେ ବନ୍ଦ : ଜୋରଜବରଦସ୍ତ ଚାନ୍ଦା ମାଗିଲେ ନିଆ ଯିବ କାର୍ଯ୍ୟାନୁଷ୍ଠାନ

କାଶୀପୁର ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍ : ବିପୁଳ ସଂପତ୍ତି ଠାବ, ଗିରଫ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେଇ ଫସିଲେ ରାୟଗଡ଼ା କାଶୀପୁର ଜେଇ। ଗତକାଲି ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

Continue Readingକାଶୀପୁର ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍ : ବିପୁଳ ସଂପତ୍ତି ଠାବ, ଗିରଫ କନିଷ୍ଠ ଯନ୍ତ୍ରୀ

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି କଲେ ରାଜ୍ଯ ସରକାର

  • Post category:ଓଡିଶା
  • Reading time:1 mins read

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି କଲେ ରାଜ୍ଯ ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁମୋଦନ କ୍ରମେ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

Continue Readingସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି କଲେ ରାଜ୍ଯ ସରକାର