jyotipriya mallik

ରାସନ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ଗିରଫ

  • Post category:ଅପରାଧ
  • Reading time:1 mins read

ନୂଆଦିଲ୍ଲୀ: ଗିରଫ ହେଲେ ପଶ୍ଚିମବଙ୍ଗର ପୂର୍ବତନ ଖାଦ୍ୟ ଯୋଗାଣ ଏବଂ ବର୍ତ୍ତମାନର ଜଙ୍ଗଲ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ। ତେବେ ରାସନ ଦୁର୍ନୀତି ମାମଲାରେ ଜ୍ୟୋତିପ୍ରିୟଙ୍କୁ ଗିରଫ କରିଛି ଇଡି। ୨୩ ଘଣ୍ଟା ଧରି ମାରାଥନ ଜେରା ପରେ ତାଙ୍କୁ ଗିରଫ କରାଯାଇଛି।

ସୂଚନା ଥାଉ କି, କିଛିଦିନ ପୁର୍ବରୁ ସମାନ ମାମଲାରେ ଏକ ରାଇସ ମିଲ ମାଲିକ ବାକିବୁର ରହେମାନ୍ ନାମକଙ୍କୁ ମଧ୍ୟ ଇଡି ଗିରଫ କରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।