You are currently viewing ହସ୍ପିଟାଲରେ ଭର୍ତ୍ତି ହେଲେ ଝିଅ ଆରାଧ୍ୟ ଓ ଐଶ୍

ହସ୍ପିଟାଲରେ ଭର୍ତ୍ତି ହେଲେ ଝିଅ ଆରାଧ୍ୟ ଓ ଐଶ୍

ବଚନ ପରିବାରରେ ୫ଦିନ ପୂର୍ବେ କରୋନା ଦେଖାଦେଇଥିଲା। ପ୍ରଥମେ ବିଗ୍ ବି ଅମିତା ବଚନ ପଜେଟିଭ୍ ଚିହ୍ନଟ ହେବାପରେ, ସମ୍ପୂର୍ଣ୍ଣ ପରିବାର ଲୋକଙ୍କର ଟେଷ୍ଟ କରାଯାଇଥିଲା। ପରେ ପରେ ପୁଅ ଅଭିଷେକ ଏବଂ ନାତୁଣୀ ଓ ବୋହୂ ଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା। ଆଗରୁ ବିଗ୍ ବି ଓ ଅଭିଷେକ ନାନବତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ବୋହୂ ଐଶ ଓ ତାଙ୍କ ଝିଅ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ, ତାଙ୍କୁ ନାନବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।