You are currently viewing ପରଲୋକରେ ଶର୍ମନଯୋଶୀଙ୍କ ପିତା

ପରଲୋକରେ ଶର୍ମନଯୋଶୀଙ୍କ ପିତା

ମୁମ୍ବାଇ, ଗୁଜରାଟୀ ଅଭିନେତା ଅରବିନ୍ଦ ଯୋଶୀଙ୍କ ୮୪ ବର୍ଷ ବୟସରେ ମୃତ୍ୟୁ ହୋଇଛି । ମୁମ୍ବାଇର ନାନାବତୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ବଲିଉଡ ଅଭିନେତା ଶର୍ମନ ଯୋଶୀଙ୍କ ପିତା ହେଉଛନ୍ତି ଅରବିନ୍ଦ ଯୋଶୀ । ଅସୁସ୍ଥତା କାରଣରୁ ତାଙ୍କୁ କିଛିଦିନ ହେବ ହସ୍ପିଟାଲରେ ରଖାଯାଇଥିଲା । ତେବେ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିନଥିଲା । ଏହି ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।