You are currently viewing ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ‘ରାଧେ’

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ‘ରାଧେ’

ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ରାଧେକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କରୋନା ପାଇଁ ଦୀର୍ଘଦିନ ଧରି ସଲମାନଙ୍କ ଫିଲ୍ମ ରାଧେ ରିଲିଜ ହୋଇପାରୁନଥିଲା । ଏବେ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯିବା ନେଇ ସୂଚନା ମିଳୁଛି । ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ବର୍ତ୍ତମାନ ମୋଟା ଅଙ୍କର ଟଙ୍କା ପାଇଁ ଡିଲ୍ କରୁଥିବା ଜଣାପଡ଼ିଛି । ତେବେ ଓଟିଟି ପ୍ଲାଟଫର୍ମରେ ରିଲିଜକୁ ବିରୋଧ କରୁଥିବା ଭାଇଜାନଙ୍କୁ ବୁଝାଇବାକୁ ମଧ୍ୟ ଉଦ୍ୟମ ଚାଲିଥିବା ସୂଚନା ମିଳୁଛି । ଅନଲକ ପରେ ଏବେ ପୁଣି ଥରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।