You are currently viewing ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ…

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ…

ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନର ଫେମସ ଅଭିନେତା ଶହୀର ଶେଖ । ଗତ କିଛି ଦିନ ତଳେ ଶହୀର ଏବଂ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ରୁଚିକା କପୁର ସହ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ସୂଚନା ମୁତାବକ ଶହୀର ଏବଂ ରୁଚିକା କୋର୍ଟ ବିବାହ କରିସାରିଛନ୍ତି । ସେମାନେ ପୁଣି ଥରେ ଜୁନ ମାସରେ ପାଂରପାରିକ ରିତିନୀତି ଅନୁସାରେ ବିବାହ କରିବେ ବୋଲି ଜଣାପଡିଛି । ‘ମହାଭାରତ’ ସିରିଏଲ୍ରେ ଅର୍ଜୁନ୍ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ ଶାହୀର । ‘କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି’, ‘ନାବ୍ୟା ନୟେ ଧଡ଼କନ୍ ନୟେ ସବାଲ୍’ ଭଳି ଧାରାବାହିକରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।