ଧନୁରାସନ Post published:November 6, 2020 Post category:ସ୍ୱାସ୍ଥ୍ୟ Reading time:1 mins read ପେଟ ତାଳକୁକରି ଶୋଇ ଲମ୍ବା ଶ୍ୱାସନେଇ ଆଗପଟୁ ଛାତି ଉପରକୁ ଉଠାନ୍ତୁ, ପଛପଟୁ ଗୋଡକୁ ଉପରକୁ ଉଠାଇ ଦୁଇ ହାତରେ ଗୋଡ଼ର ଗୋଇଠିକୁ ଧରନ୍ତୁ। ଏହିପରି ୫ଥର ଅଭ୍ୟାସ କରନ୍ତୁ । ଏହି ଯୋଗର ଉପକାରିତାପେଟର ଚର୍ବି କମେ,ବେକ ଦରଜ,ଅଣ୍ଟା ଦରଜ,ଡାଇବେଟିସ କମେ। ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ଡାଇବେଟିସ ଉପଚାରରେ ବିଟ୍ ରସର ଭୂମିକା October 24, 2020 ଆଜିଠାରୁ ଗର୍ଭବତୀଙ୍କୁ ଟିକାକରଣ July 16, 2021 ପ୍ରତିଦିନ କିଛି ବାଟ ଖାଲି ପାଦରେ ଚାଲନ୍ତୁ, ମିଳିବ ଏହିସବୁ ଫାଇଦା August 11, 2023 ଗର୍ଭାବସ୍ଥାରେ ଏହି ସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ September 11, 2021