You are currently viewing ଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍‌ ଗାମ୍ବେନ୍ 

ଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍‌ ଗାମ୍ବେନ୍ 

ନୂଆଦିଲ୍ଲୀ: ବର୍ଷୀୟାନ ଅଭିନେତା ମିଚେଲ୍‌ ଗାମ୍ବୋନ୍‌ଙ୍କ ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳେ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ହେଲା ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଆନି ଏବଂ ପୁଅ ଫେର୍‌ଗସ ଉପସ୍ଥିତ ରହିଥିଲେ।

ତେବେ ସେ ୮ ‘ହାରି ପୋଟର’ ଫିଲ୍ମ ମଧ୍ୟରୁ ୬ଟିରେ ହଗ୍‌ଓ୍ବାଟର୍‌ସ ପ୍ରଧାନଶିକ୍ଷକ ଆଲବସ୍‌ ଡୁମ୍ବ୍ଲେଡୋରଙ୍କ ଭୂମିକାରେ ମିଚେଲ ଅଭିନୟ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।