You are currently viewing ଆଜିଠୁ ନୁଆ ମୂଖ୍ୟମନ୍ତ୍ରୀ

ଆଜିଠୁ ନୁଆ ମୂଖ୍ୟମନ୍ତ୍ରୀ

ତ୍ରିପୁରା ୦୮/୦୩, ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ସାହା । ବିବେକାନନ୍ଦ ମୈଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ସାମି ହେବେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମାର୍ଚ୍ଚ ୬ ତାରିଖରେ ମାଣିକ ସାହାଙ୍କୁ ସର୍ବ ସମ୍ମତି କ୍ରମେ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ଏହାକୁ ମିଶାଇ ମାଣିକ ସାହା ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମାଣିକ ସାହାଙ୍କ ସମେତ ଆଜି ୯ ବିଧାୟକ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।