You are currently viewing ୨୦୨୨-୨୩ ବଜେଟ:  ଶସ୍ତା ହେଲା ହୀରା, କୃଷି ଉପକରଣ, ମୋବାଇଲ୍ ଚାର୍ଜର୍

୨୦୨୨-୨୩ ବଜେଟ: ଶସ୍ତା ହେଲା ହୀରା, କୃଷି ଉପକରଣ, ମୋବାଇଲ୍ ଚାର୍ଜର୍

ନୂଆଦିଲ୍ଲୀ-୦୧.୦୨.୨୦୨୨, ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ସଂସଦରେ ମୋଟ ୩୯.୪୫ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି  । ହୀରା ଗହଣା ଉପରେ କଷ୍ଟମ୍ସ ଡ୍ୟୁଟି ୫%କୁ ହ୍ରାସ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ତେବେ ଚାଲନ୍ତୁ ଜାଣିବା କଣ କଣ ସବୁ ଶସ୍ତା ହେବ –
କପଡ଼ା, ଚମଡ଼ା ସାମଗ୍ରୀ, ଫୋନ୍‌ ଚାର୍ଜର, ଇମିଟେସନ୍ ଗହଣା ଶସ୍ତା ହେବ । ଏହାସହ  ବିଦ୍ୟୁତ ଟ୍ରାନ୍ସଫର୍ମର ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବିଦେଶରୁ ଆମଦାନୀ ମେସିନ୍‌, ଷ୍ଟିଲ୍ ଓ କୃଷି ସାମଗ୍ରୀ ବି ଶସ୍ତା ହେବ । ସେହିପରି ଛତା କିଣିବା ମହଙ୍ଗା ହେବ। ଛତା ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ବିଦେଶୀ ସାମଗ୍ରୀ ଆମଦାନୀ ମହଙ୍ଗା ହେବ। ଏହା ବ୍ୟତୀତ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏଥି


ଅନ୍ୟମାନଙ୍କୁ ଜଣାନ୍ତୁ।