You are currently viewing ଦେଶରେ କମୁଛି ସଂକ୍ରମଣ, ଦିନକରେ ୩୦, ୯୪୮ ଆକ୍ରାନ୍ତ ଚିହ୍ନଟ

ଦେଶରେ କମୁଛି ସଂକ୍ରମଣ, ଦିନକରେ ୩୦, ୯୪୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ-୨୨.୦୮.୨୦୨୧, ଦେଶରେ ଦିନକରେ ୩୦ ହଜାର ୯୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ଆକ୍ରାନ୍ତ ସଂଖ୍ୟା ୩,୨୪,୨୪,୨୩୪ରେ ପହଞ୍ଚିଛି । ୨୪ ଘଣ୍ଟାରେ ୪୦୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪,୩୪,୩୬୭କୁ ବୃଦ୍ଧି ପାଇଛି । ଦେଶରେ ମୋଟ ଆକ୍ଟିଭ କେସ୍ ୩,୫୩,୩୯୮, ସୁସ୍ଥ- ୩,୧୬,୩୬,୪୬୯। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।