You are currently viewing ଦେଶରେ କରୋନା ନେଲା ୧୨୪ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୧୨୪ ଜଣଙ୍କ ଜୀବନ

ନୂଆଦିଲ୍ଲୀ ୦୪/୦୧: ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭୩୭୯ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନାଜିନତ ମୃତ୍ୟୁ ସଂଖ୍ୟା ୪୮୨୦୧୭ରେ ପହଞ୍ଚିଛି। ସକ୍ରିୟ ମାମଲା ୧୭୧୮୩୦ଟି ରହିଥିବା ବେଳେ ୩୪୩୦୬୪୧୪ ଜଣ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।