You are currently viewing ଦେଶରେ କରୋନା ନେଲା ୨୧୯ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୨୧୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୦୬/୦୯: ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮୯୪୮ ଜଣ ସଂକ୍ରମିତ ହୋଇଛନ୍ତି । ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୦୭୫୨ରେ ପହଞ୍ଚିଛି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୦୨୭୬୨୧ରେ ପହଞ୍ଚିଛି । ସକ୍ରିୟ ମାମଲା ୪୦୪୮୭୪ଟି ରହିଥିବା ବେଳେ ୩୨୧୮୧୯୯୫ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।