You are currently viewing ଦେଶରେ କରୋନା ନେଲା ୨୪୬ ଜଣଙ୍କ ଜୀବନ

ଦେଶରେ କରୋନା ନେଲା ୨୪୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ,୧୪/୧୦: ଦେଶରେ ୨୪ ଘଣ୍ଟାରେ ୨୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮,୯୮୭ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୫୧,୪୩୫ ରେ ପହଞ୍ଚିଛନ୍ତି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ୩,୪୦,୨୦,୭୩୦ ରେ ପହଞ୍ଚିଛି । ସକ୍ରିୟ ମାମଲା ୨୦୬୫୮୬ ଟି ରହିଥିବା ବେଳେ ୩,୩୩,୬୨,୭୦୯ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।