You are currently viewing କଲମ୍ବିଆରେ ଅତଙ୍କୀ ହମଲା

କଲମ୍ବିଆରେ ଅତଙ୍କୀ ହମଲା

ଇସଲମାବାଦ(୩.୯.୨୨) : ପଶ୍ଚିମ କଲମ୍ବିଆରେ ଆତଙ୍କୀୟ ହମଲା ଦେଖିବାକୁ ମିଳିଛି । ଏଥରେ ୮ ଜଣ ପୋଲିସ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏବଂ ବିସ୍ଫୋରଣ ଦ୍ୱାରା ପୋଲିସ୍‌ର ଗାଡିକୁ ମଧ୍ୟ ଉଡାଇ ଦିଆଯାଇଛି । ଏହି ୮ଜଣ ପୋଲିସ୍ କେଉଁ ଆଡେ ଯାଉଥିବା ବେଳେ ସେମାନଙ୍କ ଗାଡିକୁ ଅତଙ୍କୀମାନେ ଉଡାଇ ଦେଇଥିଲେ । ଘଟଣା ସ୍ଥଳରେ ୮ ଜଣ ପୋଲିସ୍ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ଏ ନେଇ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହା ପରେ ରାଷ୍ଟ୍ରପତି ମୃତକଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି । ଏବଂ ସେ କହିଛନ୍ତି ଦେଶରେ ଶନ୍ତି ଭଙ୍ଗ ପାଇଁ ଯୋଜନା ଚାଲିଛି । ଏହା ଉପରେ ସେ ତଦନ୍ତ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।