You are currently viewing ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି

ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି

କୋଲକାତା-୨୬.୦୪.୨୦୨୧, ପଶ୍ଚିମବଙ୍ଗ ବଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି । ୫ଟି ଜିଲ୍ଲାର ୩୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ଆଜିର ଏହି ମତଦାନରେ ୮୬ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର୍ ୨୮୪ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ୧୧.୫୦ ସୁଦ୍ଧା ୩୭.୭୨% ମତଦାନ ହୋଇଥିବା ସୂଚନା ରହିଛି । ଜନସାଧାରଣଙ୍କୁ କୋଭିଡ ନିୟମ ପାଳନ କରି ମତଦାନ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଅନୁରୋଧ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।