ଆମେ ଜାଣିଛେ ଯେ, ଚାଣକ୍ୟଙ୍କ ନୀତିବାଣୀ କଠୋର ହୋଇଥିଲେ ମଧ୍ୟ ଏହା ଜୀବନର ଚରମ ସତ୍ୟ । ଚାଣକ୍ୟଙ୍କ ନୀତିବାଣୀ ଜୀବନକୁ ସଠିକ୍ ମାର୍ଗରେ ନେବାରେ ସାହାର୍ଯ୍ୟ କରିଥାଏ ।
ଚାଣକ୍ୟ କହିଥିଲେ ଯେ, ତୁମର ଦୁର୍ବଳତା କାହାକୁ କୁହ ନାହିଁ । ଅଧିକାଂଶ ଲୋକ ନିଜର ଦୁର୍ବଳତାକୁ ସେମାନଙ୍କ ନିକଟ ସମ୍ପର୍କୀୟଙ୍କ ନିକଟରେ ପ୍ରକାଶ କରିଦେଇଥାନ୍ତି, ଯାହା ଆଗକୁ ସେମାନଙ୍କ ଉପରେ ବହୁତ ଭାରି ପଡିଥାଏ । ଯେତେବେଳେ ଜଣେ ମନୁଷ୍ୟ ଜନ୍ମ ହୁଏ ସେ ଏକା ଥାଏ କିନ୍ତୁ ମନୁଷ୍ୟର ସାଂସାରିକ ସମ୍ପର୍କ ତା’ର ଜନ୍ମ ହେବା ପରେ ଆରମ୍ଭ ହୋଇଥାଏ । ସମୟ ସହ ମନୁଷ୍ୟ ଅନେକ ସମ୍ପର୍କ ଗଢ଼ିଥାଏ । ଏହି ପରିସ୍ଥିତିରେ ମନୁଷ୍ୟ ଜାଣିକି ହେଉ ବା ଅଜାଣତରେ ହେଉ ନିଜ ଦୁର୍ବଳତା ବିଷୟରେ ଅନ୍ୟ ଆଗରେ କହିଦେଇଥାଏ । ଯାହାଦ୍ୱାରା ଏହି ସବୁ ବିଷୟରେ ଅନ୍ୟମାନେ ଜାଣିନେଇଥାନ୍ତି ଯାହା ଆମ ବ୍ୟକ୍ତିଗତ ଜୀବନ ପାଇଁ ଭଲ ନୁହେଁ । ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ଦୁର୍ବଳତା ରହିଥାଏ । କିନ୍ତୁ ଏହି ସବୁ କୁ କାହାକୁ କୁହ ନାହିଁ ସେ ବନ୍ଧୁ ହେଉ କିମ୍ବା ଆତ୍ମୀୟସ୍ୱଜନ । ନିଜର ଆତ୍ମାକୁ ସମ୍ମାନ ଦେବା ପାଇଁ ଏହିସବୁଥିରୁ ଦୂରେଇ ରହିବା ଉଚିତ୍ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ